అర్థం : କୌଣସି ସାମାଜିକ, ଧାର୍ମିକ କାମ ପ୍ରଭୃତି ନିମନ୍ତେ ଦାନ ଅର୍ଥରେ ଲୋକମାନଙ୍କଠାରୁ ନିଆଯାଉଥିବା ଧନ ଇତ୍ୟାଦି
							ఉదాహరణ : 
							ସେ ମନ୍ଦିରପାଇଁ ଆଦାୟ ହୋଇଥିବା ଚାନ୍ଦାରେ ନିଜ ଘର ତିଆରିକଲା
							
పర్యాయపదాలు : ଅନୁଦାନ
ఇతర భాషల్లోకి అనువాదం :
A voluntary gift (as of money or service or ideas) made to some worthwhile cause.
contribution, donationఅర్థం : କୌଣସି ସାମୟିକ ପତ୍ରିକା ବା ପୁସ୍ତକଆଦିର ବାର୍ଷିକ ବା ମାସିକ ମୂଲ୍ୟ
							ఉదాహరణ : 
							ମୁଁ କାଦମ୍ବିନୀର ବାର୍ଷିକଦେୟ ଏପର୍ଯ୍ୟନ୍ତ ଦେଇନାହିଁ
							
పర్యాయపదాలు : ଦେୟ
ఇతర భాషల్లోకి అనువాదం :
A payment for consecutive issues of a newspaper or magazine for a given period of time.
subscription