అర్థం : ଜିଭରେ ଚାଟିବା କ୍ରିୟା ବା ଭାବ
							ఉదాహరణ : 
							ବୈଦ୍ୟଙ୍କ ନିର୍ଦ୍ଧାରଣ ଅନୁସାରେ ଏହି ଔଷଧକୁ ମହୁ ସହିତ ଅବଲେହନ ସବୁଠାରୁ ଅଧିକ ପ୍ରଭାବକାରୀ
							
పర్యాయపదాలు : ଅବଲେହନ
ఇతర భాషల్లోకి అనువాదం :
అర్థం : ପୋଛିପାଛି ଖାଇବା
							ఉదాహరణ : 
							ସେ କଡ଼େଇରେ ଲାଗିଥିବା ରାବିଡ଼ିକୁ ଚାଟୁଛି
							
పర్యాయపదాలు : ପୋଛିପାଛି ଖାଇବା, ଲେହନ କରିବା
ఇతర భాషల్లోకి అనువాదం :
అర్థం : ଜିଭରେ ରଗଡ଼ିକରି ବା ଉଠେଇକରି ଖାଇବା
							ఉదాహరణ : 
							ପିଲାଟି ବ୍ରେଡ଼ରେ ଲାଗିଥିବା ଜାମ୍କୁ ଚାଟୁଛି
							
ఇతర భాషల్లోకి అనువాదం :
అర్థం : କୌଣସି ପଦାର୍ଥ ଉପରେ ଜିଭ ବୁଲାଇବା
							ఉదాహరణ : 
							କୁକୁର ମାଲିକର ହାତ ଚାଟୁଛି
							
పర్యాయపదాలు : ଲେହନ କରିବା
ఇతర భాషల్లోకి అనువాదం :