అర్థం : ରାଜପଥ ବା ଦୀର୍ଘ ସଡ଼କକଡ଼ରେ ତିଆରି ହୋଇଥିବା ଏକ ପ୍ରକାରର ହୋଟେଲ ଯେଉଁଠି ଲୋକେ ଖିଆପିଆ ସହିତ କିଛି ସମୟ ବିଶ୍ରାମ ବି କରନ୍ତି
							ఉదాహరణ : 
							ରାତ୍ରି ଯାତ୍ରା କାରଣରୁ ଆମେ ଆମେ ଏକ ଢାବାରେ ଖାଇଲୁ
							
పర్యాయపదాలు : ଢାବା
ఇతర భాషల్లోకి అనువాదం :
అర్థం : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ
							ఉదాహరణ : 
							କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ
							
పర్యాయపదాలు : ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା, ସରେଇଘର
ఇతర భాషల్లోకి అనువాదం :
यात्रियों के ठहरने का स्थान।
केदारनाथ जाते समय हमने एक सराय में विश्राम किया था।అర్థం : ପ୍ରାଚୀନ କାଳରେ ବାଟରେ ପଡ଼ୁଥିବା ଯେଉଁ ସ୍ଥାନରେ ଯାତ୍ରୀମାନେ ବିଶ୍ରାମ କରନ୍ତି ବା ଗାଡ଼ି ବଦଳାଇଥାନ୍ତି
							ఉదాహరణ : 
							ଯାତ୍ରାକୁ ସଫଳ କରିବାପାଇଁ ସ୍ଥାନେ ସ୍ଥନେ ଡାକବଙ୍ଗଳା ତିଆରି କରାଯାଇଥିଲା
							
పర్యాయపదాలు : ଡାକବଙ୍ଗଳା
ఇతర భాషల్లోకి అనువాదం :