అర్థం : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
							ఉదాహరణ : 
							ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
							
పర్యాయపదాలు : ଦଳିବା
ఇతర భాషల్లోకి అనువాదం :
అర్థం : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
							ఉదాహరణ : 
							ଭାଉଜ ଅଟା ଚକଟୁଛନ୍ତି
							
పర్యాయపదాలు : ଦଳିବା, ମର୍ଦ୍ଦନକରିବା
ఇతర భాషల్లోకి అనువాదం :
అర్థం : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
							ఉదాహరణ : 
							ସେ ସାପର ମୁଣ୍ଡକୁ ଦଳୁଛି
							
పర్యాయపదాలు : ଛେଚିବା, ଦଳିବା, ମର୍ଦ୍ଦନ କରିବା
ఇతర భాషల్లోకి అనువాదం :