అర్థం : ବହୁତ ନିକଟର ବା ବହୁତ ପାଖରେ
							ఉదాహరణ : 
							ରାମ ମୋର ଘନିଷ୍ଠ ମିତ୍ର  ରାମ ଏବଂ ଶ୍ୟାମଙ୍କ ମଧ୍ୟରେ ନିବିଡ଼ ମିତ୍ରତା ଅଛି
							
పర్యాయపదాలు : ଅନ୍ତରଙ୍ଗ, ଆତ୍ମୀୟ, ଗାଢ଼, ଦୃଢ଼, ନିବିଡ଼, ପ୍ରଗାଢ଼
ఇతర భాషల్లోకి అనువాదం :
Marked by close acquaintance, association, or familiarity.
Intimate friend.