అర్థం : ଧୀରେଧୀରେ ଚାଲିବା
							ఉదాహరణ : 
							ଷ୍ଟେସନ ପାଖେଇ ଆସିବାରୁ ରେଳଗାଡ଼ି ଧିମେଇଲା
							
పర్యాయపదాలు : ଧିମେଇଧିମେଇ ଚାଲିବା, ଧିମେଇବା
ఇతర భాషల్లోకి అనువాదం :
అర్థం : ପିଠିକୁ ଆରାମ ଚୌକି ବା ଖଟ ଉପରେ ଲଗେଇ ସମସ୍ତ ଶରୀରକୁ ତା ଉପରେ ରଖିବା
							ఉదాహరణ : 
							କ୍ଲାନ୍ତିରୁ ଆରାମ ପାଇବାପାଇଁ ପଥିକ ଗଛ ତଳେ ଗଡ଼ିପଡ଼ିଲା
							
పర్యాయపదాలు : ଶୋଇବା
ఇతర భాషల్లోకి అనువాదం :