అర్థం : କୌଣସି ବିଶେଷ କାର୍ଯ୍ୟ ନିମନ୍ତେ କିଛି ଲୋକ ମିଳିତ ବା ଏକାଠି ହେବା ବା ରହିବାର ଜାଗା
							ఉదాహరణ : 
							ଏହି ସହର ଅସାମାଜିକ କାରଣର ଆଡ଼୍ଡ଼ା ବନିଯାଇଛି  ସ୍ୱାଧୀନତା ସଂଗ୍ରାମ ସମୟରେ ଲକ୍ଷ୍ନୌ କ୍ରାନ୍ତିକାରୀମାନଙ୍କ ଆଡ଼୍ଡ଼ା ପାଲଟିଯାଇଥିଲା
							
పర్యాయపదాలు : ଆଡ଼୍ଡ଼ା, କେନ୍ଦ୍ର, ପେଣ୍ଠସ୍ଥଳୀ
ఇతర భాషల్లోకి అనువాదం :
అర్థం : ଶତୃଠାରୁ ରକ୍ଷାପାଇବାପାଇଁ ତିଆରି କରାଯାଇଥିବା ସୁଦୃଢ଼ ସ୍ଥାନ ଯାହା କାନ୍ଥଦ୍ୱାରା ଚାରିପାଖ ଘେରା ହୋଇଥାଏ
							ఉదాహరణ : 
							ମୋଗଲକାଳୀନ ଦୁର୍ଗଗୁଡ଼ିକ ସ୍ଥାପତ୍ୟ କଳାର ଭଲ ନମୂନା
							
ఇతర భాషల్లోకి అనువాదం :