అర్థం : ଜିନିଷର ସେହି ଆକାରହୀନ ଅବସ୍ଥା ଯାହାର ଘନତ୍ୱ ସବୁଠାରୁ କମ୍ ହୁଏ
							ఉదాహరణ : 
							ବାୟୁ ଗ୍ୟାସର ମିଶ୍ରଣ
							
ఇతర భాషల్లోకి అనువాదం :
అర్థం : ଖାଦ୍ୟ ତିଆରି,ଗାଡି ଚାଳନା ଆଦି କାମରେ ଆସୁଥିବା ଜୀବାଶ୍ମ ଇନ୍ଧନ
							ఉదాహరణ : 
							ଆଜିକାଲି ସହରରେ ପାଇପରେ ଘରେଘରେ ଗ୍ୟାସ ଭର୍ତ୍ତି କରାଯାଉଛି
							
ఇతర భాషల్లోకి అనువాదం :
खाना बनाने, गाड़ी चलाने आदि के काम में आने वाला जीवाश्म ईंधन।
आजकल शहर में नलिका से घर-घर में गैस की आपूर्ति की जाती है।అర్థం : ପାଚନ ସଂସ୍ଥାନରେ ଅଜୀର୍ଣ୍ଣଯୋଗୁଁ ସୃଷ୍ଟି ହେଉଥିବା ବାୟୁ
							ఉదాహరణ : 
							ପେଟରେ ଅଧିକ ଅମ୍ଳତା କାରଣରୁ ବାୟୁ ହୁଏ
							
పర్యాయపదాలు : ବାୟୁ
ఇతర భాషల్లోకి అనువాదం :