అర్థం : ଖାଇବା ପିଇବା ଜିନିଷ ବା କୌଣସି ଅନ୍ୟ ବସ୍ତୁକୁ ଉପଯୋଗୀ କରିବା କ୍ରିୟା
							ఉదాహరణ : 
							ଅଧିକ ରକ୍ତଚାପରେ ପୀଡ଼ିତ ବ୍ୟକ୍ତିକୁ ନିୟମିତ ଭାବରେ ଔଷଧ ସେବନ କରିବା ଉଚିତ
							
పర్యాయపదాలు : ଉପଭୋଗ, ଖାଇବା, ଭୋଜନ, ସେବନ
ఇతర భాషల్లోకి అనువాదం :
The act of using.
He warned against the use of narcotic drugs.అర్థం : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
							ఉదాహరణ : 
							ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
							
పర్యాయపదాలు : ନେବା, ପାଇବା, ପ୍ରାପ୍ତ କରିବା
ఇతర భాషల్లోకి అనువాదం :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।అర్థం : ପରୀକ୍ଷା ବା ପ୍ରମାଣପାଇଁ ସ୍ୱୀକାର କରିବା
							ఉదాహరణ : 
							ନ୍ୟାୟାଳୟ ଆପଣଙ୍କ ମିଥ୍ୟା ତର୍କକୁ ସ୍ୱୀକାର କରିବନାହିଁ
							
పర్యాయపదాలు : ମାନିନେବା, ସ୍ୱୀକାର କରିବା
ఇతర భాషల్లోకి అనువాదం :
* परीक्षण या प्रमाण के लिए स्वीकार करना।
न्यायालय आपके झूठे तर्कों को नहीं स्वीकारेगा।అర్థం : କଳ୍ପନା କରିବା
							ఉదాహరణ : 
							ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
							
పర్యాయపదాలు : କଳ୍ପନା କରିବା, ଭାବିବା, ମାନିବା
ఇతర భాషల్లోకి అనువాదం :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.అర్థం : "ଆମେ ତୋଫାନରୁ ରକ୍ଷା ପାଇବାପାଇଁ ଆଶ୍ରୟ ନେଲୁ"
							ఉదాహరణ : 
							ଆମେ ତୋଫାନରୁ ରକ୍ଷାପାଇବାପାଇଁ ଆଶ୍ରୟ ନେଲୁ
							
పర్యాయపదాలు : ଧାରଣ କରିବା, ନେବା, ଯାପନ କରିବା
ఇతర భాషల్లోకి అనువాదం :
అర్థం : କୌଣସି ପଦ ଆଦି ପୂରଣ କରିବା ବା ଭୂମିକା ଆଦି ନେବା
							ఉదాహరణ : 
							ପାରସ୍ପରିକ ବିଚାର ବିମର୍ଷ ପରେ ସୁରେଶ ଅଧ୍ୟକ୍ଷ ପଦ ଗ୍ରହଣ କଲା
							
పర్యాయపదాలు : ନେବା, ସ୍ୱୀକାର କରିବା
ఇతర భాషల్లోకి అనువాదం :
* किसी पद, भूमिका आदि को स्वीकार लेना।
आपसी विचार-विमर्श के बाद सुरेश ने अध्यक्ष के पद को अपनाया।