అర్థం : ଗୁଣୀ ଗାରେଡି କରୁଥିବା ତଥା ବିଷ ନାଶକ ଔଷଧ ବିକ୍ରି କରୁଥିବା ଲୋକ
							ఉదాహరణ : 
							ମୁଁ କୌଣସି ଗୁଣିଆର ଫାନ୍ଦରେ ପଡିବାର ଲୋକ ନୁହେଁ
							
ఇతర భాషల్లోకి అనువాదం :
जादू-टोना करने वाला तथा विष नाशक औषधियाँ बेचने वाला व्यक्ति।
मैं किसी गारुड़िक के चक्कर में नहीं पड़ने वाली हूँ।అర్థం : ଯେ କୁହୁକ ବା ଯାଦୁ କରନ୍ତି
							ఉదాహరణ : 
							ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
							
ఇతర భాషల్లోకి అనువాదం :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizardఅర్థం : ମନ୍ତ୍ରଦ୍ୱାରା ସାପର ବିଷ ଝାଡ଼ିବାବାଲା
							ఉదాహరణ : 
							ଗାରୁଡ଼ି ବାରଂବାର ମନ୍ତ୍ର ପଢ଼ି ସାପ କାମୁଡ଼ା ବ୍ୟକ୍ତିକୁ ଫୁଙ୍କୁଥିଲା
							
పర్యాయపదాలు : ଗାରୁଡ଼ି
ఇతర భాషల్లోకి అనువాదం :