అర్థం : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
							ఉదాహరణ : 
							ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
							
పర్యాయపదాలు : କଟୂବାଣୀ, ଧମକ, ଭର୍ତ୍ସନା, ଶୋଧା
ఇతర భాషల్లోకి అనువాదం :
A severe scolding.
bawling out, castigation, chewing out, dressing down, earful, going-over, upbraidingఅర్థం : ଭର୍ତ୍ସନା କରି କହିଥିବା କଥା
							ఉదాహరణ : 
							ମାଆଙ୍କର ମଧୁର ଭର୍ତ୍ସନା ସହିତ ମୁଁ ଅଭ୍ୟସ୍ତ ହୋଇଗଲିଣି
							
పర్యాయపదాలు : ଭର୍ତ୍ସନା
ఇతర భాషల్లోకి అనువాదం :
అర్థం : ନିନ୍ଦା ବା କଳଙ୍କର କଥା
							ఉదాహరణ : 
							ସେ ନିଜକୁ ହିଁ ଗାଳି ଦେଉଛି  ଗାଳି ଦୁର୍ବଳ ମାନସିକତାର ପ୍ରତୀକ
							
పర్యాయపదాలు : ଅପବଚନ
ఇతర భాషల్లోకి అనువాదం :
అర్థం : ଗାଳିକରିବା କ୍ରିୟା
							ఉదాహరణ : 
							ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
							
పర్యాయపదాలు : ଧମକ
ఇతర భాషల్లోకి అనువాదం :
అర్థం : ଭର୍ତ୍ସନା କରିବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ବାପାଙ୍କ ଭର୍ତ୍ସନା ଶୁଣିବା ମାତ୍ରେ ମାଧବ ଭୟଭୀତ ହୋଇଗଲା
							
పర్యాయపదాలు : କଟୂବାକ୍ୟ, ତିରସ୍କାର, ଭର୍ତ୍ସନା
ఇతర భాషల్లోకి అనువాదం :
An act or expression of criticism and censure.
He had to take the rebuke with a smile on his face.