అర్థం : ଘୋର ଶବ୍ଦ କରିବା କ୍ରିୟା
							ఉదాహరణ : 
							ବାଦଲର ଗର୍ଜନ ଓ ବିଜୁଳିର ଚମକ ସହିତ ଭୟଙ୍କର ବର୍ଷା ହେଉଛି
							
పర్యాయపదాలు : ଘୋଷ
ఇతర భాషల్లోకి అనువాదం :
అర్థం : ଭୟଭୀତ କରିବାପାଇଁ ଜୋରରେ କରାଯାଉଥିବା ଶଦ୍ଦ
							ఉదాహరణ : 
							ଭୀମର ହୁଂକାର ଶୁଣି କୌରବମାନେ ଡରିଯାଉଥିଲେ
							
పర్యాయపదాలు : ହୁଂକାର
ఇతర భాషల్లోకి అనువాదం :
అర్థం : କୌଣସି ଶବ୍ଦ ବା କଥା ବାରଂବାର କହିବାର ପ୍ରକ୍ରିୟା ବା ଭାବ
							ఉదాహరణ : 
							ରଡ଼ିରେ କିଛି ଫାଇଦା ନାହିଁ! ତୁ ପିକ୍ନିକ୍ ଯାଇପାରିବୁ ନାହିଁ
							
ఇతర భాషల్లోకి అనువాదం :