అర్థం : ଯେଉଁ ପଦାର୍ଥ ଯାହା ଖାଇଲେ ବା ଶରୀରରେ ପହଞ୍ଚିଲେ ବିଚ୍ୟୁତି ହୁଏ ଏବଂ ବେଳେ ବେଳେ ପ୍ରାଣୀ ମରିଯାଏ
							ఉదాహరణ : 
							ସମୁଦ୍ର ମନ୍ଥନରୁ ପ୍ରାପ୍ତ ବିଷକୁ ଭଗବାନ ଶଙ୍କର ପିଇଗଲେ
							
ఇతర భాషల్లోకి అనువాదం :
Any substance that causes injury or illness or death of a living organism.
poison, poisonous substance, toxicantఅర్థం : ସମୁଦ୍ର ମନ୍ଥନ ବେଳେ ସମୁଦ୍ରରୁ ବାହାରିଥିବା ପ୍ରଚଣ୍ଡ ବିଷ
							ఉదాహరణ : 
							ବିଶ୍ୱ କଲ୍ୟାଣପାଇଁ ଭଗବାନ ଶଙ୍କର ହଳାହଳକୁ ପିଇ ଗଲେ
							
పర్యాయపదాలు : କାଳକୂଟ, କାଳକୂଟ ବିଷ, ହଳାହଳ, ହଳାହଳ ବିଷ
ఇతర భాషల్లోకి అనువాదం :