అర్థం : କୌଣସି ବାହାନ ଆଦିଦ୍ୱାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବାର କ୍ରିୟା
							ఉదాహరణ : 
							ପୂର୍ବ କାଳରେ ଯାତାୟତର ଏତେ ସାଧନ ନ ଥିଲା
							
పర్యాయపదాలు : ଯାତାୟତ
ఇతర భాషల్లోకి అనువాదం :
The act of moving something from one location to another.
conveyance, transfer, transferral, transport, transportationఅర్థం : ଯିବାଆସିବାର କାମ
							ఉదాహరణ : 
							ରିକ୍ସା, ଟାକ୍ସି ଆଦିର ଧର୍ମଘଟ ସମୟରେ ଯାତାୟତ ପାଇଁ ବହୁତ ଅସୁବିଧା ହୁଏ
							
పర్యాయపదాలు : ଯାତାୟତ
ఇతర భాషల్లోకి అనువాదం :
అర్థం : ଯାତ୍ରୀଙ୍କୁ ବା ମାଲ ସବୁକୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇ ଯିବାପାଇଁ ଆବଶ୍ୟକ ସାଧନ ବା ଉପକରଣ
							ఉదాహరణ : 
							ଆଜିକାଲି ପରିବହନ ଉଦ୍ୟୋଗ ମଧ୍ୟ ଖୁବ ଭଲ ଚାଲିଛି
							
పర్యాయపదాలు : ପରିବହନ, ଯାତାୟାତ, ଯିବାଆସିବା
ఇతర భాషల్లోకి అనువాదం :
A facility consisting of the means and equipment necessary for the movement of passengers or goods.
transit, transportation, transportation system