అర్థం : ହର୍ଷ, ପ୍ରେମଆଦିର ଉତ୍ତେଜନାରେ ପୂର୍ଣ୍ଣ
							ఉదాహరణ : 
							ଭିକାରୀ ଆଶାତୀତ ଧନ ପାଇକରି ଆନନ୍ଦିତ ହୋଇଗଲା
							
పర్యాయపదాలు : ଆନନ୍ଦିତ, ଉଲ୍ଲେସିତ, ପ୍ରଫୁଲ୍ଲିତ
ఇతర భాషల్లోకి అనువాదం :
అర్థం : ହର୍ଷ, ପ୍ରେମଆଦି ଆବେଗଦ୍ୱାରା ରୁନ୍ଧା ହୋଇଥିବା, ଅସ୍ପଷ୍ଟ ଓ ଅସମ୍ବନ୍ଧ (ସ୍ୱର)
							ఉదాహరణ : 
							ମାଆ ଗଦଗଦ ସ୍ୱରରେ ପୁତ୍ରମାନଙ୍କୁ ଆଶୀର୍ବାଦ ଦେଲେ
							
ఇతర భాషల్లోకి అనువాదం :
Without or deprived of the use of speech or words.
Inarticulate beasts.