అర్థం : ଶରୀର ଭିତରେ ସନ୍ଧିସ୍ଥାନରେ ଥିବା ରସ
							ఉదాహరణ : 
							ତାଙ୍କର କେତେକ ଗଣ୍ଠିରୁ ରସ ଶୁଖିଗଲାଣି
							
పర్యాయపదాలు : ଖଞ୍ଜା
ఇతర భాషల్లోకి అనువాదం :
అర్థం : ଆଙ୍ଗୁଠିର ଗଣ୍ଠି ବା ଖଞ୍ଜା ଯେଉଁଠାରୁ ତାହା ବୁଲାଇହୁଏ
							ఉదాహరణ : 
							ମୋ  ଆଙ୍ଗୁଠି ଗଣ୍ଠି  ଦରଜ ଅଛି
							
అర్థం : କୌଣସି ଗଛ କାଣ୍ଡର ସେହି ଭାଗ ଯେଉଁଠାରୁ ପତ୍ର,ଶାଖା ବା ଆପେ ଆପେ ଗଛ ଜନ୍ମେ
							ఉదాహరణ : 
							ବାଉଁଶ, ଆଖୁଆଦିରେ କେତେକ ଗଣ୍ଠି ହୋଇଥାଏ
							
ఇతర భాషల్లోకి అనువాదం :
అర్థం : ଶରୀରରେ ଗଣ୍ଠି ରୂପରେ ଥିବା ଯେଉଁ ଅବୟବ ଶରୀରପାଇଁ ଦରକାରୀ ରସ ଉତ୍ପନ୍ନ କରେ
							ఉదాహరణ : 
							ଶରୀରରେ ବହୁ ପ୍ରକାରର ଗ୍ରନ୍ଥି ଅଛି
							
పర్యాయపదాలు : ଗ୍ରନ୍ଥି
ఇతర భాషల్లోకి అనువాదం :
Any of various organs that synthesize substances needed by the body and release it through ducts or directly into the bloodstream.
gland, secreter, secretor, secretory organఅర్థం : ଶରୀର ଯେଉଁ ଗଣ୍ଠି ବା ଜୋଡ଼ରେ ଅଙ୍ଗ ବଙ୍କାହୁଏ ବା ମୋଡ଼େ
							ఉదాహరణ : 
							ମୋର ଆଙ୍ଗୁଳି ଗଣ୍ଠିରେ କଷ୍ଟ ହେଉଛି
							
పర్యాయపదాలు : ଅବୟବ ସନ୍ଧି, ଜୋଡ଼
ఇతర భాషల్లోకి అనువాదం :
(anatomy) the point of connection between two bones or elements of a skeleton (especially if it allows motion).
articulatio, articulation, joint