అర్థం : କାମରେ ଆସିବା ବା ଲାଗିବା
							ఉదాహరణ : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
పర్యాయపదాలు : ଦରକାର ହେବା, ବ୍ୟବହାର ହେବା, ଲାଗିବା
ఇతర భాషల్లోకి అనువాదం :
అర్థం : କୌଣସି କାମ ପୂରା କରିବା ନିମନ୍ତେ ପାରିଶ୍ରମିକ, ମୂଲ୍ୟଆଦି ରୂପରେ ଦିଆଯାଉଥିବା ଧନ
							ఉదాహరణ : 
							ଆଜି ମଜୁରୀରେ ଶହେ ଟଙ୍କା ଖର୍ଚ୍ଚହେଲା
							
పర్యాయపదాలు : ଖର୍ଚ୍ଚହୋଇଯିବା, ବ୍ୟୟହେବା
ఇతర భాషల్లోకి అనువాదం :