అర్థం : ଭଲ ନ ଲାଗିବା ବା କୌଣସି କାମ ବା କଥାରେ ମନ ଦୁଃଖ କରିବା
							ఉదాహరణ : 
							ସତ କଥା ପ୍ରାୟତଃ କଣ୍ଟା ଫୋଡ଼ିଲା ଭଳି ଲାଗେ
							
పర్యాయపదాలు : ଅପ୍ରିୟ ଲାଗିବା, କଣ୍ଟା ଫୋଡ଼ିବା, ଖଟକା ଲାଗିବା
ఇతర భాషల్లోకి అనువాదం :
अच्छा न लगना या किसी के काम या बातों से मन को दुख पहुँचना।
सत्य बात अकसर चुभती है।అర్థం : ପଶ୍ଚାତାପ ସହିତ ଅପ୍ରିୟ ଜଣାପଡ଼ିବା
							ఉదాహరణ : 
							ତାର ଏମିତି ରାଗି ହୋଇ ଚାଲିଯିବା ମୋତେ ବହୁତ ବାଧିଲା
							
పర్యాయపదాలు : ଅପମାନିତ ଲାଗିବା, ବାଧିବା
ఇతర భాషల్లోకి అనువాదం :
Feel sad about the loss or absence of.
regret