అర్థం : କୋଙ୍କଣ କ୍ଷେତ୍ର ସହିତ ସମ୍ବନ୍ଧିତ
							ఉదాహరణ : 
							ସେ କୋଙ୍କଣୀ ସଂସ୍କୃତି ବିଷୟରେ ଜାଣିବାକୁ ଚାହୁଁଥିଲା
							
పర్యాయపదాలు : କୋଙ୍କନୀ
అర్థం : କୋଙ୍କଣରେ ରହିବା ବ୍ୟକ୍ତ
							ఉదాహరణ : 
							କୋଙ୍କଣୀ ମାଛଧରାଳିମାନେ ନିଜ ଦାବି ସରକାରଙ୍କ ସମ୍ମୁଖରେ ଉପସ୍ଥାପିତ କଲେ
							
పర్యాయపదాలు : କୋଙ୍କନୀ
అర్థం : କୋଙ୍କଣୀ ଭାଷାରେ ଲିଖିତ
							ఉదాహరణ : 
							ସେ କୋଙ୍କଣୀ ସାହିତ୍ୟର ଜଣାଶୁଣା ଲେଖକ
							
ఇతర భాషల్లోకి అనువాదం :