అర్థం : ଅତ୍ୟନ୍ତ କୃପଣ ବ୍ୟକ୍ତି
							ఉదాహరణ : 
							ଆପଣ ଏତେ କୃପଣ ହେଲେ ଆପଣଙ୍କୁ ମକ୍ଷିଚୁଷଙ୍କ ମଧ୍ୟରେ ଗଣନା କରାଯିବ
							
పర్యాయపదాలు : କଞ୍ଜୁସ୍, ମକ୍ଷିଚୁଷ
ఇతర భాషల్లోకి అనువాదం :
बहुत ही कंजूस व्यक्ति।
आप इतनी कंजूसी करेंगे तो आपकी गिनती भी मक्खीचूसों में होने लगेगी।A stingy hoarder of money and possessions (often living miserably).
miserఅర్థం : କଞ୍ଜୁସି କରିବା ବ୍ୟକ୍ତି
							ఉదాహరణ : 
							ରମେଶ ବହୁତ ବଡ଼ କୃପଣ  କଞ୍ଜୁସର ଧନ ଶେଷରେ କେଉଁ କାମର !
							
పర్యాయపదాలు : କଞ୍ଜୁସ
ఇతర భాషల్లోకి అనువాదం :
అర్థం : ଯିଏ ବହୁତ କୃପଣ
							ఉదాహరణ : 
							ସେଠ୍ ଧନୀରାମ ଭାରି କୃପଣ, ପଇସାଟିଏ ବି ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ
							
పర్యాయపదాలు : କଞ୍ଜୁସ୍, ମକ୍ଷୀଚୋଷ୍, ଲୋଭୀ
ఇతర భాషల్లోకి అనువాదం :
जो बहुत ही कंजूस हो।
सेठ धनीराम मक्खीचूस है, एक पैसा भी खर्च करना नहीं चाहता।