అర్థం : ବାୟୁରେ ଥିବା ଜଳର ଅତ୍ୟନ୍ତ ସୂକ୍ଷ୍ମ କଣିକା ସମୂହ ଯାହା ଥଣ୍ଡା ହୋଇ ଜମିଯାଏ ଏବଂ ଧୀରେ ଧୀରେ ଭୂମି ଉପରେ ଖସିପଡ଼େ
							ఉదాహరణ : 
							ଶୀତଦିନେ ଚାରିଆଡ଼େ କୁହୁଡ଼ି ଛାଇ ହେଇଯିବାରୁ ଯିବାଆସିବା କଷ୍ଟକର ହୁଏ
							
పర్యాయపదాలు : କୁଜ୍ଝଟିକା, କୁହେଳି, ନିହାର
ఇతర భాషల్లోకి అనువాదం :
Droplets of water vapor suspended in the air near the ground.
fog