అర్థం : କୌଣସି ବ୍ୟକ୍ତିର ପ୍ରକୃତ ବା ମୁଖ୍ୟ ନାମ ଶେଷରେ ରହୁଥିବା ଶବ୍ଦ ଯାହା ତାହାର ବଂଶ, ପରିବାର, ବୃତ୍ତିଆଦିର ସୂଚକ ହୋଇଥାଏ
							ఉదాహరణ : 
							ମୋହନ ନିଜ ନାମ ସହିତ ସଂଜ୍ଞା ଲେଖୁନାହିଁ
							
పర్యాయపదాలు : ଉପାଧି, ବଂଶନାମ, ସଂଜ୍ଞା, ସାଙ୍ଗିଆ
ఇతర భాషల్లోకి అనువాదం :
The name used to identify the members of a family (as distinguished from each member's given name).
cognomen, family name, last name, surname