అర్థం : କୌଣସି ସ୍ଥାନରେ ପହଞ୍ଚିବା ନିମନ୍ତେ ଡେଇଁବା କାମ
							ఉదాహరణ : 
							ସେ ଖାଈ ପାର ହେବାପାଇଁ ଡିଆଁ ମାରିଲା
							
పర్యాయపదాలు : ଡିଆଁମାରିବା, ଡେଇଁବା
ఇతర భాషల్లోకి అనువాదం :
అర్థం : ଏକ ସ୍ଥାନରୁ ଡେଇଁ ଅନ୍ୟ ସ୍ଥାନରେ ପହଞ୍ଚିବା
							ఉదాహరణ : 
							ରାସ୍ତାର ନଳା ପାରିହେବାପାଇଁ ସେ ଡେଇଁଲା
							
పర్యాయపదాలు : କୁଦା ମାରିବା, ଡେଇଁବା, ଲମ୍ଫ ଦେବା
అర్థం : କୌଣସି ସ୍ଥାନର ଉପରି ଭାଗରୁ ଜୋରରେ ଡେଇଁ ଶରୀରକୁ ଅନ୍ୟ ଆଡ଼କୁ ପକାଇବା
							ఉదాహరణ : 
							ଛୁଆମାନେ ବାଲି ଉପରେ ଡେଉଁଛନ୍ତି
							
పర్యాయపదాలు : ଡେଇଁବା, ଲମ୍ଫପ୍ରଦାନ କରିବା
ఇతర భాషల్లోకి అనువాదం :