అర్థం : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
							ఉదాహరణ : 
							ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
							
పర్యాయపదాలు : କଲମ କରିବା
ఇతర భాషల్లోకి అనువాదం :
అర్థం : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
							ఉదాహరణ : 
							ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
							
పర్యాయపదాలు : ନଷ୍ଟକରିବା, ମାରିବା
ఇతర భాషల్లోకి అనువాదం :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।అర్థం : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
							ఉదాహరణ : 
							ସେ ମୋର କଥାକୁ ଖଣ୍ଡନ କଲା
							
పర్యాయపదాలు : ଖଣ୍ଡନ କରିବା
ఇతర భాషల్లోకి అనువాదం :
అర్థం : ଆଘାତ ଲଗିବାପରେ କଷ୍ଟ ହେବା
							ఉదాహరణ : 
							ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
							
పర్యాయపదాలు : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
ఇతర భాషల్లోకి అనువాదం :
चोट आदि लगने पर तक़लीफ़ होना।
पत्थर से टकराते ही मेरे सर में पीड़ा होने लगी।అర్థం : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							ఉదాహరణ : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
పర్యాయపదాలు : କ୍ଷତ କରିବା, ଛେଲିବା
ఇతర భాషల్లోకి అనువాదం :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।అర్థం : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
							ఉదాహరణ : 
							ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
							
ఇతర భాషల్లోకి అనువాదం :
అర్థం : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
							ఉదాహరణ : 
							ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
							
పర్యాయపదాలు : ଅଲଗା କରିବା
ఇతర భాషల్లోకి అనువాదం :
Divide a deck of cards at random into two parts to make selection difficult.
Wayne cut.అర్థం : କୌଣସି ଲେଖାକୁ କଲମରେ କାଟିଦେବା
							ఉదాహరణ : 
							ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
							
పర్యాయపదాలు : ଛକି ମାରିବା
ఇతర భాషల్లోకి అనువాదం :
అర్థం : ନିର୍ବାହ କରିବା ବା ବିତାଇଥିବା
							ఉదాహరణ : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
పర్యాయపదాలు : ନିର୍ବାହ କରିବା, ବିତାଇବା
ఇతర భాషల్లోకి అనువాదం :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।