అర్థం : ଯେ ଝଗଡ଼ା କରୁଥାଏ
							ఉదాహరణ : 
							ଝଗଡ଼ାକାରୀ ବ୍ୟକ୍ତିଠାରୁ ଦୂରରେ ରହିବା ଭଲ
							
పర్యాయపదాలు : କଳିକାଣ୍ଡେଇ, କଳିକାରୀ, ଝଗଡ଼ାକାରୀ, ବିବାଦକାରୀ, ବିବାଦୀ
ఇతర భాషల్లోకి అనువాదం :
Given to or characterized by argument.
An argumentative discourse.అర్థం : ସବୁବେଳେ କଳି କରୁଥିବା ଲୋକ
							ఉదాహరణ : 
							କଳିହୁଡ଼ା ଲୋକଙ୍କ ଠାରୁ ଦୂରରେ ରହିବା ହିଁ ଭଲ
							
పర్యాయపదాలు : କଳହକାରୀ, କଳହପ୍ରିୟ, କଳିହୁଡ଼ା, ଝଗଡ଼ା କରୁଥିବା, ଝଗଡ଼ାଳୁ
ఇతర భాషల్లోకి అనువాదం :