అర్థం : ଯେଉଁ ଲିପିରେ କନ୍ନଡ଼ ଭାଷା ଲେଖାଯାଏ
							ఉదాహరణ : 
							କାମଥ ନିଜ ପୁଅକୁ କନ୍ନଡ଼ ଲିପି ଲେଖା ଶିଖାଉଅଛି
							
పర్యాయపదాలు : କନ୍ନଡ଼ ଲିପି
ఇతర భాషల్లోకి అనువాదం :
वह लिपि जिसमें कन्नड़ भाषा लिखी जाती है।
कामथ अपने बेटे को कन्नड़ लिखना सिखा रहा है।అర్థం : କର୍ଣ୍ଣାଟକ ପ୍ରଦେଶର ନିବାସୀ
							ఉదాహరణ : 
							ଏହା କନ୍ନଡ଼ମାନଙ୍କର ସଭା
							
అర్థం : ଯେଉଁ ଦ୍ରାବିଡ଼ ଭାଷା ବିଶେଷକରି ଦକ୍ଷିଣ ଭାରତର କର୍ଣ୍ଣାଟକ ପ୍ରଦେଶରେ କୁହାଯାଏ
							ఉదాహరణ : 
							କୁଲକର୍ଣ୍ଣୀ ଆଜ୍ଞା କନ୍ନଡ଼ ଶିଖୁଛନ୍ତି
							
పర్యాయపదాలు : କନ୍ନଡ଼ ଭାଷା
ఇతర భాషల్లోకి అనువాదం :
वह द्रविड़ भाषा जो दक्षिण भारत विशेषकर कर्नाटक प्रदेश में बोली जाती है।
कुलकर्णीजी कन्नड़ सीख रहे हैं।అర్థం : କନ୍ନଡ଼ ଭାଷା ସହିତ ସଂବନ୍ଧିତ ବା କନ୍ନଡ଼ ଭାଷାର
							ఉదాహరణ : 
							ତାର କନ୍ନଡ଼ ସାହିତ୍ୟରେ ଅଧିକ ରୁଚି
							
అర్థం : କର୍ଣ୍ଣାଟକରେ ରହିବା ବ୍ୟକ୍ତି
							ఉదాహరణ : 
							କନ୍ନଡ଼ ଲୋକମାନଙ୍କ ମଧ୍ୟରେ ଏଭଳି ପ୍ରଥା ଅଛି