అర్థం : ଶରୀରର ଥୋମଣିର ତଳ ଏବଂ କାନ୍ଧ ଉପରର ଅଗ୍ର ଭାଗ
							ఉదాహరణ : 
							ପୁରୁଷମାନଙ୍କ ଗଳାରେ ଘଣ୍ଟି ଦେଖାଯାଏ
							
పర్యాయపదాలు : ଗଳା
ఇతర భాషల్లోకి అనువాదం :
అర్థం : ଗଳାରେ ଥିବା ନଳି ଯାହାଦ୍ୱାରା ଭୋଜନ ପେଟକୁ ଯାଏ ଏବଂ ଯେଉଁଥିରୁ ସ୍ୱର ବାହାରେ
							ఉదాహరణ : 
							ସମୁଦ୍ର ମନ୍ଥନରୁ ବାହାରିଥିବା ବିଷ ପିଇବାରୁ ଭଗବାନ ଶିବଙ୍କ କଣ୍ଠ ନୀଳ ହୋଇଗଲା
							
పర్యాయపదాలు : ଗଳା
ఇతర భాషల్లోకి అనువాదం :