అర్థం : କାହାରିକୁ ଏମିତି ମୂର୍ଖ ବା ହାସ୍ୟାସ୍ପଦ କରିବା ଯେମିତି ସେ ତୁରନ୍ତ ବୁଝିନପାରିବ
							ఉదాహరణ : 
							ଆଜି ଆନନ୍ଦ ରାହୁଳକୁ ଖୁବ୍ ବୋକା ବନେଇଲା
							
పర్యాయపదాలు : ଓଲୁ ବନେଇବା, ବୋକା ବନେଇବା
ఇతర భాషల్లోకి అనువాదం :
किसी को इस प्रकार मूर्ख या उपहास्यास्पद ठहराना कि वह तुरंत न समझ सके।
आज आनंद ने राहुल को खूब उल्लू बनाया।