అర్థం : ସାର୍ବଜନିକ ଉଦ୍ଦେଶ୍ୟ ବା କାର୍ଯ୍ୟପାଇଁ ମିଶିବା
							ఉదాహరణ : 
							ଦେଶର ଉନ୍ନତିପାଇଁ ଆମେ ସବୁ ମିଶିଲୁ
							
పర్యాయపదాలు : ଏକହେବା, ଏକାଠି ହେବା, ଭେଟିବା, ମିଳିବା, ମିଶିବା, ସଂଘବଦ୍ଧ ହେବା
ఇతర భాషల్లోకి అనువాదం :
सार्वजनिक उद्देश्य या कार्य के लिए मिलना।
देश की उन्नति के लिए हम सभी मिलें।అర్థం : କୌଣସି ଏକ ସ୍ଥାନରେ ଏକତ୍ରିତ ହେବା
							ఉదాహరణ : 
							ସବୁ ପିଲା ପଡ଼ିଆରେ ରୁଣ୍ଡ ହେଉଛନ୍ତି ଖାଲରେ ପାଣି ଜମିଛି
							
పర్యాయపదాలు : ଏକାଠି ହେବା, ଜମିବା, ରୁଣ୍ଡହେବା
ఇతర భాషల్లోకి అనువాదం :
किसी एक जगह पर इकट्ठा होना।
सभी बच्चे मैदान में इकट्ठे हो रहे हैं।Collect or gather.
Journals are accumulating in my office.