అర్థం : ଏକକରେ ସବୁଠାରୁ ଛୋଟ ଏବଂ ପ୍ରଥମ ପୂର୍ଣ୍ଣ ସଂଖ୍ୟା ବା ଏହାକୁ ଦର୍ଶାଉଥିବା ଅଙ୍କ
							ఉదాహరణ : 
							ଏକ ଆଉ ଏକ  ମିଶି ଦୁଇ ହୁଏ
							
పర్యాయపదాలు : ୧
ఇతర భాషల్లోకి అనువాదం :
అర్థం : ଗଣତିରେ ବା ସଂଖ୍ୟାରେ ଏକ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ବାରରେ ଦୁଇଟି ଏକ ଓ ଗୋଟିଏ ଦୁଇ ଅଛି
							
ఇతర భాషల్లోకి అనువాదం :
అర్థం : ମାତ୍ର ଗୋଟିଏ
							ఉదాహరణ : 
							ଶୀଳା ତାଙ୍କର ଏକମାତ୍ର ସନ୍ତାନ  ମୋ ପାଖରେ ଗୋଟିଏ ମାତ୍ର କଲମ ଅଛି
							
పర్యాయపదాలు : ଏକମାତ୍ର, ଏକଲା, ଏକୋଇ, ଗୋଟିଏ ମାତ୍ର
ఇతర భాషల్లోకి అనువాదం :