ଆତ୍ମକଥନ (ବିଶେଷ୍ୟ)
ନିଜଦ୍ୱାରା ନିଜ ସମ୍ବନ୍ଧରେ କୁହାଯାଇଥିବା କଥା
ପଶୁପାଳନ (ବିଶେଷ୍ୟ)
ପଶୁମାନଙ୍କୁ ପାଳିବା ବା ରଖିବା ପ୍ରକ୍ରିୟା
ଆରମେନିୟାବାସୀ (ବିଶେଷ୍ୟ)
ଆରମେନିୟାର ନିବାସୀ
ଡବଡବ ଚାହାଣି (ବିଶେଷ୍ୟ)
ନିର୍ବାକ୍ ଦୃଷ୍ଟିରେ ଦେଖିବା କ୍ରିୟା
ବୁନ୍ଦେଲଖଂଡ (ବିଶେଷ୍ୟ)
ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ଯେଉଁ ଅଂଶରେ ଜାଲୌନ,ଝାନ୍ସୀ,ହମୀରପୁର,ଲଳିତପୁର୍,ମହୋବା,ବାନ୍ଦା ଆଦି ଜିଲ୍ଲା ରହିଛି
ଅଧ୍ୟକ୍ଷତା (ବିଶେଷ୍ୟ)
ଅଧ୍ୟକ୍ଷଙ୍କ ପଦ ବା ସ୍ଥାନ
ଆରମେନିୟାନ୍ (ବିଶେଷ୍ୟ)
ଆରମେନିୟା ଭାଷାର ଲିପି
ବ୍ୟଞ୍ଜନ ଅକ୍ଷର ଗ (ବିଶେଷ୍ୟ)
ହିନ୍ଦୀ ବର୍ଣ୍ଣମାଳାର ସ୍ପର୍ଶ ବ୍ୟଞ୍ଜନ ଅନ୍ତର୍ଗତ କ ବର୍ଗର ତୃତୀୟ ବ୍ୟଞ୍ଜନ ଅକ୍ଷର ଯାହା ଅଳ୍ପପ୍ରାଣ ତଥା ଘୋଷ ଧ୍ବନି ଭାବେ ପରିଚିତ
ବୁନ୍ଦେଲଖଣ୍ଡ (ବିଶେଷ୍ୟ)
ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶର ଯେଉଁ ଅଂଶରେ ଜାଲୌନ,ଝାନ୍ସୀ,ହମୀରପୁର,ଲଳିତପୁର୍,ମହୋବା,ବାନ୍ଦା ଆଦି ଜିଲ୍ଲା ରହିଛି
ଦେୱାନୀ କୋର୍ଟ (ବିଶେଷ୍ୟ)
ଯେଉଁ ନ୍ୟାୟାଳୟରେ ସମ୍ପତ୍ତି ବା ଅର୍ଥ ସମ୍ବନ୍ଧୀୟ ମକଦ୍ଦମା ବିଚାର ହୁଏ