అర్థం : ୟୁହୁଦୀ ଏବଂ ଖ୍ରୀଷ୍ଟିୟାନ ଧର୍ମାନୁସାରେ ମାନବଜାତିର ଜନନୀ ତଥା ପ୍ରଥମ ମହିଳା କୁହାଯାଉଥିବା ଆଡାମଙ୍କ ପତ୍ନୀ
							ఉదాహరణ : 
							ଈଶ୍ବର ଇଭଙ୍କୁ ଆଡାମଙ୍କ ପଞ୍ଜରାହାଡରୁ ତିଆରି କରିଥିଲେ
							
అర్థం : ପୈଗମ୍ବରୀ ମତ ଅନୁସାରେ ଆଦାମଙ୍କ ପତ୍ନୀ ସଂସାରର ପ୍ରଥମ ସ୍ତ୍ରୀ ଥିଲେ
							ఉదాహరణ : 
							ପୈଗମ୍ବରୀ ମତ ଅନୁସାରେ ସମଗ୍ର ମଣିଷ ଜାତିର ଉତ୍ପତ୍ତି ଇଭ୍ଙ୍କ ଠାରୁ ହୋଇଛି
							
పర్యాయపదాలు : ହୌୱା
ఇతర భాషల్లోకి అనువాదం :