అర్థం : ଘର, ଗୃହସ୍ଥିଆଦିର ବା କୌଣସି କାମ କରିବାପାଇଁ ଆବଶ୍ୟକ ସବୁ ଜିନିଷ
							ఉదాహరణ : 
							ସ୍ଥାନାନ୍ତରଣ ପରେ ମୋତେ ଜିନିଷ ଠିକ୍ କରିବାକୁ ସମୟ ଲାଗିଗଲା
							
ఇతర భాషల్లోకి అనువాదం :
घर, गृहस्थी आदि की या कोई काम चलाने की चीज़ें।
स्थानांतरण के बाद मुझे सामान ठीक करने में समय लग गया।అర్థం : ବାଉଁଶ, କାଠ, ଧାତୁଆଦିରେ ତିଆରି ଚେୟାର, ମେଜ, ଖଟଆଦି
							ఉదాహరణ : 
							ମୋତେ ଘରପାଇଁ ନୂଆ ଆସବାବପତ୍ର କିଣିବାକୁ ଅଛି
							
పర్యాయపదాలు : ଫର୍ନିଚର
ఇతర భాషల్లోకి అనువాదం :
Furnishings that make a room or other area ready for occupancy.
They had too much furniture for the small apartment.అర్థం : ସମସ୍ତ ଘରକରଣା ସାମଗ୍ରୀ
							ఉదాహరణ : 
							ଖରାଦିନ ଛୁଟି ହେଲାକ୍ଷଣି ସେ ନିଜର ପେଡ଼ିପୁଟୁଳା ବାନ୍ଧି ଘରକୁ ଫେରିଲା
							
పర్యాయపదాలు : ଘର କରଣା ସାମଗ୍ରୀ, ପେଡ଼ିପୁଟୁଳା
ఇతర భాషల్లోకి అనువాదం :
घर गृहस्थी का सारा सामान।
गर्मी की छुट्टी होते ही वह अपना बोरिया-बिस्तर बाँधकर घर के लिए प्रस्थान किया।