అర్థం : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
							ఉదాహరణ : 
							ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ  ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
							
పర్యాయపదాలు : ଅୟମାରମ୍ଭ, ଆଦି, ପ୍ରାରମ୍ଭ
ఇతర భాషల్లోకి అనువాదం :
An event that is a beginning. A first part or stage of subsequent events.
inception, origin, originationఅర్థం : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
							ఉదాహరణ : 
							ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି  ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
							
పర్యాయపదాలు : ଅଦ୍ୟ, ଆଦ୍ୟ, ପ୍ରାଥମିକ, ପ୍ରାରମ୍ଭିକ
ఇతర భాషల్లోకి అనువాదం :
First or beginning.
The memorable opening bars of Beethoven's Fifth.