అర్థం : ଆନ୍ଦୋଳନ କରିବା ନିମନ୍ତେ ପ୍ରଯତ୍ନ
							ఉదాహరణ : 
							ସରକାରଙ୍କଦ୍ୱାରା ଆଖୁ କାରଖନା ବନ୍ଦ କରିବା ଆଦେଶ ଜାରୀ କରାଯିବାରୁ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଲେ
							
ఇతర భాషల్లోకి అనువాదం :
A series of actions advancing a principle or tending toward a particular end.
He supported populist campaigns.అర్థం : ଯେଉଁ ଭୀଷଣ ଉପଦ୍ରବର ଉଦ୍ଦେଶ୍ୟ ରାଜ୍ୟ ପ୍ରତି ଅନିଷ୍ଟ କରିବା ଓ କ୍ଷତି ଘଟାଇବା
							ఉదాహరణ : 
							ମଙ୍ଗଳ ପାଣ୍ଡେଙ୍କ ଇଂରେଜମାନଙ୍କ ବିରୋଧରେ ଥିବା ବିଦ୍ରୋହ ବହୁତ ଦୃଢ଼ ଥିଲା
							
పర్యాయపదాలు : ଉପଦ୍ରବ, ଦମନ, ବିଦ୍ରୋହ, ବିପ୍ଳବ, ବିରୋଧ
ఇతర భాషల్లోకి అనువాదం :
Organized opposition to authority. A conflict in which one faction tries to wrest control from another.
insurrection, rebellion, revolt, rising, uprisingఅర్థం : ଲୋକମାନଙ୍କର ଯେଉଁ ସମୂହ କିଛି ବିଶେଷ ଲକ୍ଷ୍ୟପ୍ରାପ୍ତିପାଇଁ ଏକସଙ୍ଗେ ପ୍ରଯତ୍ନଶୀଳ
							ఉదాహరణ : 
							ଏହି ଆନ୍ଦୋଳନ ନିଜ ଦାବିକୁ ନେଇ କୌଣସି ଆପୋଷ ସମାଧାନ କରିବନାହିଁ
							
ఇతర భాషల్లోకి అనువాదం :
A group of people with a common ideology who try together to achieve certain general goals.
He was a charter member of the movement.అర్థం : କିଛି ସିଦ୍ଧାନ୍ତକୁ ଆଗକୁ ବଢ଼ାଇବା ବା କୌଣସି ବିଶେଷ ସମାପ୍ତିର ମୋଡ଼ଦବା ବା ନବା କାର୍ଯ୍ୟର ଗୋଟିଏ ଶୃଙ୍ଖଳା
							ఉదాహరణ : 
							ସେ ଜନବାଦୀ ଆନ୍ଦୋଳନକୁ ସମର୍ଥନ କଲା
							
పర్యాయపదాలు : ଅଭିଯାନ
ఇతర భాషల్లోకి అనువాదం :
A series of actions advancing a principle or tending toward a particular end.
He supported populist campaigns.అర్థం : ଅନିର୍ଣ୍ଣୟାତ୍ମକ ସ୍ଥିତିରେ ମନରେ ହେଉଥିବା ଆନ୍ଦୋଳନ
							ఉదాహరణ : 
							ପରସ୍ପର ବିରୋଧୀ ଭାବ କାରଣରୁ ତା ମନରେ ଆନ୍ଦୋଳନ ହେଉଛି
							
ఇతర భాషల్లోకి అనువాదం :
A mental state of extreme emotional disturbance.
agitation