అర్థం : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ
							ఉదాహరణ : 
							ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା
							
పర్యాయపదాలు : କାବା, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି
అర్థం : ଯେ ଆଶ୍ଚର୍ୟ ହୋଇଯାଇଛି
							ఉదాహరణ : 
							ତା କାମ ଦେଖିକରି ଆମେ ସବୁ ଆଚମ୍ବିତ ହୋଇଗଲୁ
							
పర్యాయపదాలు : ଆଶ୍ଚର୍ୟଚକିତ, ଆଶ୍ଚର୍ୟାନ୍ୱିତ, ଚମତକୃତ
ఇతర భాషల్లోకి అనువాదం :
Filled with the emotional impact of overwhelming surprise or shock.
An amazed audience gave the magician a standing ovation.