అర్థం : ଆଘାତର ଲାକ୍ଷଣିକ ପ୍ରୟୋଗ
							ఉదాహరణ : 
							ତା ବ୍ୟବହାରରେ ମୋ ସମ୍ମାନକୁ ଆଘାତ ଲାଗିଲା
							
ఇతర భాషల్లోకి అనువాదం :
A figurative injury (to your feelings or pride).
He feared that mentioning it might reopen the wound.అర్థం : ମୃଦୁ ଧକ୍କା ବା ଆଘାତ
							ఉదాహరణ : 
							ଘାଆକୁ ଫୋଡ଼ିବାପାଇଁ ଟିକେ ଆଘାତ ଯଥେଷ୍ଟ ହେବ
							
ఇతర భాషల్లోకి అనువాదం :
అర్థం : ଚାଲିବା ସମୟରେ କୌଣସି ଅଙ୍ଗ କିଛି ଟାଣ ବସ୍ତୁରେ ଲାଗିଲେ ହେଉଥିବା ଆଘାତ
							ఉదాహరణ : 
							ଚାଲିବା ସମୟରେ ପଥରରେ ଗୋଡ଼ ମାଡ଼ ହୋଇଗଲା  ଦୁଆରବନ୍ଧରେ ମୁଣ୍ଡ ମାଡ଼ ହୋଇଗଲା
							
ఇతర భాషల్లోకి అనువాదం :
वह चोट या आघात जो चलते समय किसी अंग में किसी कड़ी चीज से लगे।
चलते समय पैर में पत्थर से ठोकर लग गई।అర్థం : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
							ఉదాహరణ : 
							ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
							
ఇతర భాషల్లోకి అనువాదం :
అర్థం : ଆଘାତ ବା ମୋଡ଼ିହେବା କ୍ରିୟା ବା ଭାବ
							ఉదాహరణ : 
							ମୁଁ ଆଘାତ ଯୋଗୁ ବେକ ବୁଲେଇପାରୁନାହିଁ
							
పర్యాయపదాలు : ଖୁଞ୍ଚିହେବା, ମୋଡ଼ିହେବା
ఇతర భాషల్లోకి అనువాదం :
అర్థం : କୌଣସି ଜିନିଷକୁ ପିଟିଲେ ବା ଧକ୍କାଦେଲେ ପହଞ୍ଚୁଥିବା ଆଘାତ ଯାହାଦ୍ବାରା କିଛି ଭାଙ୍ଗିବା ବା କ୍ଷତିହେବାର ଆଶଙ୍କା ବା ସମ୍ଭାବନା ଥାଏ
							ఉదాహరణ : 
							ଦର୍ପଣ ସମ୍ଭାଳିକରି ନିଅ ଯେପରି କେଉଁଠି ମାଡ ନ ଲାଗେ
							
ఇతర భాషల్లోకి అనువాదం :
అర్థం : ଗୋଟିଏ ବସ୍ତୁର ଅନ୍ୟ ଏକ ବସ୍ତୁସହିତ ବେଗପୂର୍ଣ୍ଣ ସ୍ପର୍ଶ
							ఉదాహరణ : 
							ତାକୁ କାର ଧକ୍କା ହେଲା
							
ఇతర భాషల్లోకి అనువాదం :
అర్థం : ଆଘାତ ଲାଗିବାରୁ ହେଉଥିବା ଦର୍ଦର ଅବସ୍ଥା ବା ଭାବ
							ఉదాహరణ : 
							ଖସି ପଡ଼ିବାରୁ ମୋହନ ଗୋଡ଼ରେ ଆଘାତ ଲାଗିଗଲା
							
ఇతర భాషల్లోకి అనువాదం :
అర్థం : ଆହତ ହେବାର ଅବସ୍ଥା ବା ଭାବ
							ఉదాహరణ : 
							ଆଘାତ  ପରେ ବି  ସେ କାମ କରୁଥିଲା
							
ఇతర భాషల్లోకి అనువాదం :
అర్థం : ମନକୁ ଲାଗିଥିବା ଆଘାତ
							ఉదాహరణ : 
							ତାର କଥା ମୋତେ ଆଘାତ ଦେଲା
							
పర్యాయపదాలు : ଧକ୍କା, ମାନସିକ ଆଘାତ
ఇతర భాషల్లోకి అనువాదం :