అర్థం : କେଶବଙ୍କ ଅନୁଯାୟୀ ଗୋଟିଏ ଅର୍ଥାଳଙ୍କାର
							ఉదాహరణ : 
							ଅସୀମ  ସାଧନରେ ହିଁ ସାଧକ ସିଦ୍ଧିର ଫଳ ଭୋଗ କରେ
							
ఇతర భాషల్లోకి అనువాదం :
అర్థం : ଯାହାର ସୀମା ନାହିଁ
							ఉదాహరణ : 
							ସନ୍ଥ  ଭଗବାନଙ୍କ ଅସୀମ ଲୀଳାର ଗୁଣଗାନ କରୁଛନ୍ତି ହରି ଅନନ୍ତ,ହରି କଥା ଅଶେଷ
							
పర్యాయపదాలు : ଅନନ୍ତ, ଅନାଦି, ଅପରିମେୟ, ଅପରିହିତ, ଅପାର, ଅମାପ, ଅମୀତ, ଅସୀମିତ, ସୀମାହୀନ
ఇతర భాషల్లోకి అనువాదం :
जिसकी सीमा न हो।
संतजी भगवान की असीम लीला का गुणगान कर रहे हैं।అర్థం : ଖୁବ୍ ବେଶୀ
							ఉదాహరణ : 
							ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି  ସେ ତୁମକୁ ଖୁବ୍ ଭଲ ପାଉଛି
							
పర్యాయపదాలు : ଅଗଣତି, ଅତ୍ୟଧିକ, ଖୁବ୍, ପ୍ରଚୁର, ବହୁତ, ବହୁତ ଅଧିକ, ବିପୁଳ
ఇతర భాషల్లోకి అనువాదం :
बहुत अधिक।
सेठ मुरालीलाल के पास अत्यधिक धन है।అర్థం : ଯାହାର ଗଭୀରତା ବା ଗଭୀରତାର ଶେଷସ୍ତରର ପତ୍ତା ମିଳେ ନାହିଁ
							ఉదాహరణ : 
							ପଣ୍ଡିତ ସୁନୀଲଙ୍କର ଅଗାଧ ଜ୍ଞାନ
							
ఇతర భాషల్లోకి అనువాదం :
అర్థం : ଯାହାର ମାପ ହୋଇପାରିବ ନାହିଁ ବା ଯାହା ମାପ କରାଯାଇପାରିବ ନାହିଁ
							ఉదాహరణ : 
							ସୃଷ୍ଟି ଅମାପ ସମ୍ପଦର ଖଣି
							
పర్యాయపదాలు : ଅପରିମିତ, ଅପର୍ଯ୍ୟାପ୍ତ, ଅମାପ
ఇతర భాషల్లోకి అనువాదం :
Impossible to measure.
Unmeasurable reaches of outer space.