అర్థం : ଯେଉଁ ବ୍ୟକ୍ତିଠାରେ ତତ୍ପରତା ନଥାଏ
							ఉదాహరణ : 
							ଅଳସୁଆକୁ ସବୁଠାରେ ନିନ୍ଦା କରାଯାଏ
							
ఇతర భాషల్లోకి అనువాదం :
वह जिसमें तत्परता न हो।
आलसी की सर्वत्रा निंदा होती है।అర్థం : ଯେଉଁଥିରେ ତତ୍ପରତା ନାହିଁ
							ఉదాహరణ : 
							ଅଳସୁଆ ବ୍ୟକ୍ତି କେବେ ବି କୌଣସି କାମ ଠିକ୍ ସମୟରେ ପୂରା କରେନାହିଁ  ସେ କାମ କରିବାରେ ଅଳସୁଆ
							
పర్యాయపదాలు : ଆଳସ୍ୟପୂର୍ଣ୍ଣ, ଆଳସ୍ୟଭରା, ଢିଲା
ఇతర భాషల్లోకి అనువాదం :
जिसे काम करने की इच्छा न होती हो।
आलसी व्यक्ति कभी भी कोई काम समय पर पूरा नहीं करता।అర్థం : ଅଯଥା ଡେରି କରୁଥିବା ଲୋକ
							ఉదాహరణ : 
							ଅଳସୁଆ ଲୋକର ଅପେକ୍ଷାରେ ଗାଡି ଛାଡି ଦେଲା
							
ఇతర భాషల్లోకి అనువాదం :
అర్థం : ଅଜଗର ଭଳି ବା ବିନା ପରିଶ୍ରମରେ
							ఉదాహరణ : 
							ତାର ଅଳସୁଆ ବୃତ୍ତିପାଇଁ ସମସ୍ତେ ବ୍ୟତିବ୍ୟସ୍ତ
							
ఇతర భాషల్లోకి అనువాదం :