అర్థం : ଘୋଡ଼ାର ଆଗ ଦୁଇଗୋଡ଼ ଉଠାଇ ପଛ ଗୋଡ଼ରେ ଠିଆହେବାର କ୍ରିୟା
							ఉదాహరణ : 
							ଘୋଡ଼ା ପଛଗୋଡ଼ରେ ଠିଆହେବାମାତ୍ରେ ଅସାବଧାନ ଘୋଡ଼ାସବାର ତଳେ ପଡ଼ିଗଲା
							
పర్యాయపదాలు : ପଛଗୋଡ଼ରେ ଠିଆହେବା
ఇతర భాషల్లోకి అనువాదం :
घोड़े की आगे के दोनों पैर उठाकर पिछले पैरों के बल खड़े होने की क्रिया।
घोड़े के अलफ होते ही असावधान घुड़सवार नीचे गिर गया।