అర్థం : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
							ఉదాహరణ : 
							ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
							
పర్యాయపదాలు : ଅନ୍ନ, ଆହାର, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
ఇతర భాషల్లోకి అనువాదం :
खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।
गाँव की अपेक्षा शहरों में खाद्य वस्तुएँ बहुत महँगी हैं।అర్థం : ପରିସ୍ରବଣ ଯନ୍ତ୍ରଦ୍ୱାରା କୌଣସି ପଦାର୍ଥରୁ ବାହାରୁଥିବା ରସ
							ఉదాహరణ : 
							ପୁଦିନା ଅର୍କ ପେଟ ନିମନ୍ତେ ବହୁତ ଭଲ
							
ఇతర భాషల్లోకి అనువాదం :
Any substance possessing to a high degree the predominant properties of a plant or drug or other natural product from which it is extracted.
essence