అర్థం : ଯେଉଁ କଥା ବା କାର୍ଯ୍ୟରେ କାହାରି ମାନ ବା ପ୍ରତିଷ୍ଠା ଉଣା ହୁଏ
							ఉదాహరణ : 
							ଆମେ କାହାରି ଅପମାନ କରିବା ଉଚିତ୍ ନୁହେଁ  ଶ୍ୱଶୁରାଳୟରେ ତାଙ୍କର ବଡ଼ ଅସମ୍ମାନ ହେଲା
							
పర్యాయపదాలు : ଅନାଦାର, ଅବଜ୍ଞା, ଅମର୍ଯ୍ୟାଦା, ଅସମ୍ମାନ, ବେଖାତିର, ମର୍ଯ୍ୟାଦାହାନି
ఇతర భాషల్లోకి అనువాదం :
वह बात या कार्य जिससे किसी का मान या प्रतिष्ठा कम हो।
हमें किसी का अपमान नहीं करना चाहिए।అర్థం : ଯେ ଆଦର ବା ସମ୍ମାନର ଯୋଗ୍ୟ ନୁହେଁ
							ఉదాహరణ : 
							ଲୋକ ଭୟରେ ଅନାଦରଣୀୟ ବ୍ୟକ୍ତିମାନଙ୍କୁ ମଧ୍ୟ ଆଦର କରନ୍ତି
							
పర్యాయపదాలు : ଅନାଦରଣୀୟ, ଅପୂଜନୀୟ, ଅପୂଜ୍ୟ, ଅମାନନୀୟ, ଅସମ୍ମାନନୀୟ
ఇతర భాషల్లోకి అనువాదం :
Unworthy of respect.
unrespectableఅర్థం : ଯାହା ସ୍ୱୀକାର କରିବାପାଇଁ ଯୋଗ୍ୟ ନୁହେଁ
							ఉదాహరణ : 
							ଆପଣ ବାରମ୍ବାର ଅଗ୍ରାହ୍ୟ ଉପଦେଶ କ’ଣପାଇଁ ଦିଅନ୍ତି ?
							
పర్యాయపదాలు : ଅଗ୍ରହଣୀୟ, ଅଗ୍ରାହ୍ୟ, ଅସ୍ୱୀକାର୍ଯ୍ୟ
ఇతర భాషల్లోకి అనువాదం :
जो लेने या स्वीकार करने के योग्य न हो।
आप बार-बार अस्वीकार्य सुझाव ही क्यों देते हैं।