అర్థం : ଅସାବଧାନ ରହିବା ଅବସ୍ଥା
							ఉదాహరణ : 
							ଅସାବଧାନତା ଯୋଗୁଁ ମୋହନର ଗୋଟିଏ ଗାଡ଼ି ସହିତ ଧକ୍କା ହେଲା
							
పర్యాయపదాలు : ଅମନଯୋଗିତା, ଅସାବଧାନତା, ସାବଧାନହୀନତା
ఇతర భాషల్లోకి అనువాదం :
అర్థం : ଉଦାସ ହେବା ବା କୌଣସି କାମରେ ମନ ନଲାଗିବାର ଅବସ୍ଥା ବା ଭାବ
							ఉదాహరణ : 
							ସେ ଭାରି ଉଦାସ ଦେଖାଯାଉଛି
							
పర్యాయపదాలు : ଅପ୍ରସନ୍ନତା, ଅସନ୍ତୁଷ୍ଟି, ଉଦାସ, ଉଦାସତା, ଉଦାସୀନତା
ఇతర భాషల్లోకి అనువాదం :
उदास होने की अवस्था या भाव।
उसके चेहरे पर उदासी छायी हुई थी।