అర్థం : ସମାପ୍ତ ହେବା କ୍ରିୟା ବା ଭାବ
							ఉదాహరణ : 
							ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା
							
పర్యాయపదాలు : ଅବସାନ, ଇତି, ଇତିଶ୍ରୀ, ଉପସଂହାର, ପରିଶେଷ, ସମାପ୍ତି
ఇతర భాషల్లోకి అనువాదం :
समाप्त होने की क्रिया, अवस्था या भाव।
महात्मा गाँधी के मरने के साथ ही एक युग की समाप्ति हो गई।అర్థం : ସଂସାରର ପ୍ରକୃତିରେ ଲୀନ ହୋଇ ଧ୍ୱଂସ ହେବା କ୍ରିୟା ଯାହା ଦୀର୍ଘ ଦିନ ପରେ ହୁଏ ଏବଂ ଯାହାପରେ ପୁଣି ନୂଆ ସୃଷ୍ଟି ହୁଏ
							ఉదాహరణ : 
							ସବୁ ଧର୍ମରେ ଏହା ବିଚାରକରାଯାଏ ଯେ ପ୍ରଳୟ ଦିନ ଏହି ସୃଷ୍ଟି ଶେଷ ହୋଇଯିବ
							
పర్యాయపదాలు : ପ୍ରଳୟ, ବିନାଶ, ମହାଧ୍ୱଂସ, ଯୁଗାନ୍ତ, ଯୁଗାନ୍ତକମହାପ୍ରଳୟ
ఇతర భాషల్లోకి అనువాదం :
అర్థం : କୌଣସି ଜିନିଷର ଅସ୍ତିତ୍ୱର ସମାପ୍ତି
							ఉదాహరణ : 
							ବିନାଶ ସମୟରେ ବୁଦ୍ଧି ଭ୍ରଷ୍ଟ ହୋଇଯାଏ
							
పర్యాయపదాలు : ଅବଧ୍ୱଂସ, ଧ୍ୱଂସ, ନାଶ, ବିଧ୍ୱଂସ, ବିନାଶ, ବିଲୋପ, ଲୋପ, ସଂହାର
ఇతర భాషల్లోకి అనువాదం :
किसी चीज़ के अस्तित्व की समाप्ति।
पर्यावरण की देखभाल न करने से सृष्टि के विनाश की संभावना है।An event (or the result of an event) that completely destroys something.
demolition, destruction, wipeoutఅర్థం : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ
							ఉదాహరణ : 
							ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ
							
పర్యాయపదాలు : ଅନ୍ତିମ ଭାଗ, ଇତି, ଉପସଂହାର, ଶେଷଭାଗ
ఇతర భాషల్లోకి అనువాదం :
అర్థం : ଯାହା ସମସ୍ତଙ୍କ ପରେ
							ఉదాహరణ : 
							ଗାଁର ଶେଷସୀମାରେ ଏକ ମନ୍ଦିର ଅଛି
							
ఇతర భాషల్లోకి అనువాదం :
Coming after all others in time or space or degree or being the only one remaining.
The last time I saw Paris.