అర్థం : ସେହି ଚିଠି ଯେଉଁଥିରେ କାହାକୁ କିଛି ମଗାଯାଇଥାଏ
							ఉదాహరణ : 
							ତାଙ୍କର ଯାଚିକା ନ୍ୟାୟାଳୟ ଦ୍ୱାରା ଖାରଜ କରିଦିଆଗଲା
							
పర్యాయపదాలు : ଅର୍ଜୀ, ଆବେଦନ, ଯାଚିକା
ఇతర భాషల్లోకి అనువాదం :
वह पत्र जिसमें किसी से कुछ याचना की गई हो।
उसकी याचिका न्यायालय द्वारा खारिज़ कर दी गई।A formal message requesting something that is submitted to an authority.
petition, postulation, requestఅర్థం : ଯେଉଁ ପତ୍ରରେ ଅନୁରୋଧ କରାଯାଇଛି
							ఉదాహరణ : 
							ଅଞ୍ଜନାର ଅନୁରୋଧ ପତ୍ର ପ୍ରଧାନ ଅଧ୍ୟାପକଙ୍କ ପର୍ଯ୍ୟନ୍ତ ପହଞ୍ଚିନାହିଁ
							
ఇతర భాషల్లోకి అనువాదం :
वह पत्र जिसमें अनुरोध किया गया हो।
अंजना का अनुरोध-पत्र प्रधान अध्यापक तक नहीं पहुँचा है।