అర్థం : ଲୁଚାଛପା କଥା ଲକ୍ଷଣରୁ ଜାଣିବା
							ఉదాహరణ : 
							ଚାକରାଣୀକୁ ଦେଖି ମୁଁ ଅନୁମାନ କରିନେଲି ଯେ ସେ କିଛି ଲୁଚାଉଛି
							
ఇతర భాషల్లోకి అనువాదం :
Judge tentatively or form an estimate of (quantities or time).
I estimate this chicken to weigh three pounds.అర్థం : ଅନୁମାନ କରିବା
							ఉదాహరణ : 
							ଆପଣ ଏହି କଲମର ମୂଲ୍ୟ ଅନୁମାନ କରନ୍ତୁ?
							
పర్యాయపదాలు : ଅନ୍ଦାଜକରିବା
ఇతర భాషల్లోకి అనువాదం :
Judge tentatively or form an estimate of (quantities or time).
I estimate this chicken to weigh three pounds.అర్థం : କଥାବାର୍ତ୍ତା କରି ବା ଅନ୍ୟ କୌଣସି ପ୍ରକାରରେ ଅନ୍ଦାଜ ଲଗାଇବା
							ఉదాహరణ : 
							ଗୁପ୍ତଚର ଶତ୍ରୁପକ୍ଷର ଶକ୍ତିର କଳନା କରୁଛି
							
పర్యాయపదాలు : ଅନ୍ଦାଜ ଲଗାଇବା, କଳନା କରିବା
ఇతర భాషల్లోకి అనువాదం :
అర్థం : ଏଭଳି ହୋଇପାରେ କିମ୍ବା ଏଭଳି ହେବା ଏହାକୁ ନିଜ ମନରେ ଜାଣିବା
							ఉదాహరణ : 
							ମଙ୍ଗଳା ଅଧିକତର ଠିକ ଅନୁମାନ କରେ
							
పర్యాయపదాలు : ଅଟକଳ କରିବା, ଅନ୍ଦାଜ କରିବା
ఇతర భాషల్లోకి అనువాదం :
ऐसा हो सकता है या होगा ऐसा अपने मन में समझना।
मंगला अधिकतर सही अनुमान लगाती है।Judge tentatively or form an estimate of (quantities or time).
I estimate this chicken to weigh three pounds.