అర్థం : ଯିଏ ଅନ୍ୟକୁ ଅନୁକରଣ କରେ
							ఉదాహరణ : 
							ନେତାଙ୍କର ଅନୁକରଣକାରୀ ସମସ୍ତଙ୍କୁ ପ୍ରଭାବିତ କଲେ
							
పర్యాయపదాలు : ଅନୁକରଣକର୍ତ୍ତା, ଅନୁକର୍ତ୍ତା, ଅନୁସରଣକାରୀ
ఇతర భాషల్లోకి అనువాదం :
वह जो अनुकरण करता हो।
नेता के अनुकर्त्ता ने सबको प्रभावित किया।అర్థం : ଯେ ଶବ୍ଦ, ବାକ୍ୟ ଆଦିର ଅବିକଳ ନକଲ କରେ
							ఉదాహరణ : 
							ନିରୀକ୍ଷକ ନକଲକାରୀକୁ ପରୀକ୍ଷା କକ୍ଷରୁ ବାହାର କରିଦେଲେ
							
పర్యాయపదాలు : ନକଲକାରୀ
ఇతర భాషల్లోకి అనువాదం :
అర్థం : କାହାର ସମାନ ଆଚରଣ କରିବା ବ୍ୟକ୍ତି
							ఉదాహరణ : 
							ଏଠାରେ ଅନୁକରଣକାରୀ ଲୋକଙ୍କର କେଉଁଠାରେ ଅଭାବ
							
ఇతర భాషల్లోకి అనువాదం :
Going or proceeding or coming after in the same direction.
The crowd of following cars made the occasion seem like a parade.అర్థం : ଯେ କାହାରି ହାବଭାବ ଓ କଥାବାର୍ତ୍ତାକୁ ନକଲ କରେ
							ఉదాహరణ : 
							ମାଙ୍କଡ଼ ବହୁତ ନକଲକାରୀ
							
పర్యాయపదాలు : ନକଲକାରୀ
ఇతర భాషల్లోకి అనువాదం :
అర్థం : ଅନୁକରଣ କରୁଥିବା ବ୍ୟକ୍ତି
							ఉదాహరణ : 
							ପିଲାମାନେ ବଡ଼ଲୋକଙ୍କ ଅନୁକରଣକାରୀ ହୁଅନ୍ତି
							
పర్యాయపదాలు : ଅନୁସରଣକାରୀ
ఇతర భాషల్లోకి అనువాదం :
अनुकरण करने वाला।
बच्चे बड़ों के अनुकर्त्ता होते हैं।