అర్థం : ଯାହା ଅଭ୍ୟାସ କରାଯାଇ ନାହିଁ
							ఉదాహరణ : 
							ସମ୍ରାଟ କ୍ରିକେଟ୍ ଖେଳରେ ଅନଭ୍ୟସ୍ତ
							
పర్యాయపదాలు : ଅଭ୍ୟାସହୀନ
ఇతర భాషల్లోకి అనువాదం :
जिसका अभ्यास न किया गया हो।
अनभ्यस्त खेल में सोहन को भाग नहीं लेना चाहिए।అర్థం : ଅଭ୍ୟାସ କରୁ ନଥିବା ଲୋକ
							ఉదాహరణ : 
							ଅନଭ୍ୟସ୍ତ ମଙ୍ଗଳା କେତେ ଭଲ ତବଲା ବଜାଉଛି!
							
పర్యాయపదాలు : ଅନଭ୍ୟାସୀ, ଅଭ୍ୟାସ ରହିତ
ఇతర భాషల్లోకి అనువాదం :
अभ्यास न करने वाला।
अनभ्यस्त मंगला कितना अच्छा तबला बजाती है !।