అర్థం : ରୋକିବାର ପ୍ରକ୍ରିୟା
							ఉదాహరణ : 
							ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
							
పర్యాయపదాలు : ଗତିରୋଧ କରିବା, ବନ୍ଦକରିବା, ରୋକିବା
ఇతర భాషల్లోకి అనువాదం :
అర్థం : ଗତିଶୀଳ ବସ୍ତୁର ଗତି ବନ୍ଦ କରିବା
							ఉదాహరణ : 
							ଗାଡ଼ି ଆଗରେ ହଠାତ କୁକୁରଟେ ଚାଲିଆସିବାରୁ ଗାଡ଼ି ଚାଳକ ଗାଡ଼ି ଅଟକାଇଲେ
							
పర్యాయపదాలు : ରୋକିବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁକୁ କାହା ଉପରେ ସ୍ଥିର କରି ରଖିବା ଯାହାଦ୍ୱାରା ତାକୁ ସହଜରେ ବାହାର କରାଯାଇ ପାରିବନାହିଁ
							ఉదాహరణ : 
							ସିପାହିମାନେ ଦଉଡ଼ିର ଫାଶକୁ ଚଟାଣରେ ଅଟକାଇଲେ
							
ఇతర భాషల్లోకి అనువాదం :
అర్థం : ଯେପରି କଲେ କୌଣସି କାମ ଅଧା ରହେ
							ఉదాహరణ : 
							ତହସିଲଦାର ମୋ ଜମି ସମ୍ବନ୍ଧୀୟ କାମଟି ଝୁଲେଇ ରଖିଛନ୍ତି
							
పర్యాయపదాలు : ଝୁଲେଇ ରଖିବା
ఇతర భాషల్లోకి అనువాదం :
అర్థం : କୌଣସି ବସ୍ତୁ ମଝିରେ ଦେଇ ଗତି ରୋକିବା
							ఉదాహరణ : 
							ସେ ମୋ ରାସ୍ତାରେ ଠେଙ୍ଗା ରଖିଲା
							
ఇతర భాషల్లోకి అనువాదం :