అర్థం : କାହାକୁ ମାନସିକ ବା ଶାରୀରିକ ସ୍ତରରେ ପୀଡ଼ିତ କରିବା
							ఉదాహరణ : 
							ଗୀତାର ବାହାଘର ପରେ ଗୀତାର ଶାଶୁଘର ଲୋକ ତାକୁ ବହୁତ ହଇରାଣ କଲେ
							
పర్యాయపదాలు : ପୀଡ଼ିତ କରିବା
ఇతర భాషల్లోకి అనువాదం :
किसी को मानसिक या शारीरिक तौर पर पीड़ित करना।
शादी के बाद गीता के ससुरालवालों ने उसे बहुत सताया।అర్థం : କୌଣସି ପଦାର୍ଥର ଅଭାବଜନିତ ଦୁଃଖ ଦେବା
							ఉదాహరణ : 
							ନିର୍ବାଚନ ସମୟରେ ନେତାମାନେ ପ୍ରତିଶୃତି ଦେଇ ନିର୍ବାଚନରେ ଜିତିବା ପରେ ଲୋକମାନଙ୍କୁ ହଇରାଣ କରନ୍ତି
							
ఇతర భాషల్లోకి అనువాదం :
किसी पदार्थ के अभाव का दुख देना।
चुनाव के समय नेता वादे करते हैं और चुनाव जीतने के बाद तरसाते हैं।అర్థం : ଝଞ୍ଜଟରେ ପକାଇବା
							ఉదాహరణ : 
							ସେ ମୋତେ ଅସୁବିଧାରେ ପକାଇଲା
							
పర్యాయపదాలు : ଅସୁବିଧାରେ ପକାଇବା, ଗୋଳମାଳରେ ପକାଇବା, ଜଞ୍ଜାଳରେ ପକାଇବା, ଝଞ୍ଜଟରେ ପକାଇବା, ସମସ୍ୟାରେ ପକାଇବା
ఇతర భాషల్లోకి అనువాదం :
To cause inconvenience or discomfort to.
Sorry to trouble you, but....